ବିଶ୍ୱ ପର୍ଯ୍ୟଟନ ଦିବସ

ବିଶ୍ୱ ପର୍ଯ୍ୟଟନ ଦିବସ

ଆଜି ହେଉଛି ବିଶ୍ୱରେ ପର୍ଯ୍ୟଟନ ଦିବସ । ୧୯୮୦ ସେପ୍ଟେମ୍ବର ୨୭ ତାରିଖରେ ଏହି ଦିନଟିକୁ ବିଶ୍ୱ ପର୍ଯ୍ୟଟନ ଦିବସ ରୁପେ ପାଳନ କରିବା ପାଇଁ ସଂଯୁକ୍ତ ରାଷ୍ଟ୍ର ସଂଘ ନିଷ୍ପତ୍ତି ନେଇଥିଲା । ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଏ । ଏହାର ଆରମ୍ଭ ସଂଯୁକ୍ତ ରାଷ୍ଟ୍ରରୁ ହୋଇଥିଲା । ପର୍ଯ୍ୟଟନ ଦେଶର ସାମାଜିକ, ରାଜନୈତିକ, ସାଂସ୍କୃତିକ,ଏବଂ ଆର୍ଥୀକ ବିକାଶର ମୁଖ୍ୟସ୍ରୋତ । ଚଳିତ ବର୍ଷ ଏହି ଦିବସର ଥିମ୍‌ “Tourism and Sustainable Transformation" ରଖାଯାଇଛି ।