ମା ତାରିଣୀଙ୍କ ବାର୍ଷିକୋତ୍ସବ 

ଭଅଁରା ପଞ୍ଚାୟତର ରାୟପୁର ମଧ୍ୟ୍ୟସ୍ଥଳୀ ନିକଟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ପଣାସଂକ୍ରାନ୍ତି ଅବସର ରେ ମା ତାରିଣୀ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି । ମା ଙ୍କ ଷୋଡ୍ଶ ଉପଚାର ପୂଜା, ହୋମ, ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା ।