ରାଇରଙ୍ଗପୁର ନୂଆ ପୁଲିସ୍ ଜିଲ୍ଲା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଇରଙ୍ଗପୁରକୁ ନୂଆ ପୁଲିସ୍ ଜିଲ୍ଲା ଭାବେ ଘୋଷଣା କରିଥିଲେ । ନିକଟରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ଗଠନ କରାଯାଇଛି । ମୟୂରଭଞ୍ଜ ପୁଲିସ ଜିଲ୍ଲାକୁ ଭାଗ ଭାଗ ହୋଇଯାଇଛି । ନୂଆ ପୁଲିସ ଜିଲ୍ଲାର ମୁଖ୍ୟାଳୟ ରାଇରଙ୍ଗପୁରରେ ରହିବ । ଏହା ଅଧିନରେ ୧୪ଟି ଥାନା, ୫ ଆଉଟ୍ ପୋଷ୍ଟ ଓ ୨ଟି ବିଟ୍ ହାଉସ୍ ମଧ୍ୟ ରହିବ।
Samir Kumar Rout