ୱାଟକୋ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ଘରେ ଚଢ଼ାଉ

 ଭିଜିଲାନ୍ସ ଜାଲରେ ଫସିଲେ ଆଉ ସରକାରୀ ବାବୁ । ୱାଟକୋରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଦେବାଶିଷ ସାହୁଙ୍କୁ ଧରିଛି ଭିଜିଲାନ୍ସ ଟିମ୍  । ଆୟ ବର୍ହିଭୂତ  ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦେବାଶିଷ ସାହୁଙ୍କ ଜଟଣୀସ୍ଥିତ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଇନଚାର୍ଜ ଭାବେ କାର୍ଯ୍ୟରତ ଅଛନ୍ତି ।