ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା ସ୍ପାଇଡର
ସ୍ପାଇଡ଼ର ସତ୍ତିର କୁକୁରଙ୍କୁ ନେଇ ଚର୍ଚ୍ଚା । ଯହାର ଫଟୋ ଏବେ ଭାଇରାଲ ହେଉଛି । ଦୁଇ ଦୁଇଟି ପତ୍ନୀ ଓ ଗାର୍ଲଫ୍ରେଣ୍ଡ ପରେ, କୁକୁରଙ୍କ ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା ସତ୍ତି ଓ କୁକୁରଙ୍କ ଖେଳିବା ପାଇଁ ପାଇଁ ଲକ୍ଷେ ଟଙ୍କିଆ "ବଲ" କିଣିଥିଲା ସ୍ପାଇଡର ଓ ପ୍ରତି ମାସରେ କୁକୁରଙ୍କ ପାଇଁ ସ୍ପା’, ବାଥରେ ଖର୍ଚ୍ଚ କରୁଥିଲା ଲକ୍ଷ ଲକ୍ଷ ଟଙ୍କା । ଗୋଟିଏ ଗୋଟିଏ ଥର ଚୋରି ପରେ ୱେଟ ଲସ ପାଇଁ ଡ଼ାଏଟ ପ୍ଲାନ ବି କରୁଥିଲା ଓ ଜିମରେ ରହୁଥିଲା, କାନ୍ଥ ଚଢିବାର ଟେକନିକ ବି ଶିଖୁଥିଲା ଓ ଅଭ୍ୟାସ ପାଇଁ ସ୍ୱତନ୍ତ୍ର ଟ୍ରେନର ରଖିଥିଲା ସ୍ପାଇଡର ଓ ଦିନକୁ ଖର୍ଚ୍ଚ ହେଉଥିଲା ୪ ହଜାରରୁ ଅଧିକ ଓ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିବା ଅଭିଯୋଗରେ ବିଶାଖାପଟାଣାରୁ ସ୍ପାଇଡରକୁ କାବୁ କରିଛି ପୋଲିସ। ସ୍ପାଇଡର ପାଖରୁ ସୁନା ଗହଣା, ହୀରା, ଓ ଟଙ୍କା ଜବତ କରିଛି ପୋଲିସ ।