କି କଥା ବୋଇଲେ ?
ମଦରୁ ମିଳିଛି ରାଜସ୍ୱ ପ୍ରବଳ
ଗଲା ପାଞ୍ଚ ବରଷରେ
ଏପଟେ ସର୍କାର ନିଇତି ବୋଲନ୍ତି
ନିଶାମୁକ୍ତ କଥା ସୁରେ...
ସବୁ କଥା ପାଣି ଗାରେ...
ଯେମିତି ଲିଭୁଛି ଏଇ ବି ଲିଭିଛି
ବୋଲ ଢକଲମ ପ୍ୟାରେ...
Join our subscribers list to get the latest news, updates and special offers directly in your inbox
ମଦରୁ ମିଳିଛି ରାଜସ୍ୱ ପ୍ରବଳ
ଗଲା ପାଞ୍ଚ ବରଷରେ
ଏପଟେ ସର୍କାର ନିଇତି ବୋଲନ୍ତି
ନିଶାମୁକ୍ତ କଥା ସୁରେ...
ସବୁ କଥା ପାଣି ଗାରେ...
ଯେମିତି ଲିଭୁଛି ଏଇ ବି ଲିଭିଛି
ବୋଲ ଢକଲମ ପ୍ୟାରେ...
Rasmita Behera Sep 3, 2025 5909
Rasmita Behera Nov 8, 2024 5905
Rasmita Behera Jun 2, 2024 5732
Rasmita Behera Aug 13, 2025 5596
Rasmita Behera Nov 18, 2024 5569
Total Vote: 16
ପୂର୍ବର ବିଜେଡ଼ି ସରକାର