କି କଥା ବୋଇଲେ ?

କି କଥା ବୋଇଲେ ?


ଶଂଖ ଦଳ ମଧ୍ୟେ ଚରଚା ଏଇଲେ
ଭିତରେ ଭିତରେ ଖାଲି
ହେଲେ ବାହାରକୁ ବୋଲି ନପାରନ୍ତି
ଆମ୍ବିଳା ମନକୁ ଖୋଲି...
ଶୂନ୍ୟେ ଶୂନ୍ୟେ ହେଇ ଠେଲି...
ଭବିଷ୍ୟତ କଥା ଭାବି ଭାବି ଆହା
ଦୁର୍ବଳେ ହୁଅନ୍ତି ପେଲି...