କି କଥା ବୋଇଲେ ?

କି କଥା ବୋଇଲେ ?

ଟିଇମି ଇଣ୍ଡିଆ ଦମ୍‌ ଦେଖାଇଲା
ବାରବାଟୀ ଗଲା ଜିତି
ଦକ୍ଷିଣ ଆଫ୍ରିକା ଏକାଥରକରେ
ମାରିଲା ମାଙ୍କଡ ଚିତି...
କୁଣ୍ଢେ ମୋଟେ ହଉ ଛାତି...
ଓଡିଶା ମାଟିରେ ବିଜୟ ପରବ
ଉତ୍ସବେ ଯାଇଛି ମାତି....