କି କଥା ବୋଇଲେ ?

କି କଥା ବୋଇଲେ ?

ବଢ଼ିଆ ଶୀତଟା ପଡିଛି ଏଇଲେ
ସବୁଆଡେ ଖାଲି ଜାଡ
ଇମିତି ପବନ ମାଡ ହେଇଗଲେ
ବଙ୍କା ହେଇଯିବ ହାଡ...
ଏ ସନ ଶୀତର ତୋଡ...
ନକହିବା ଭଲ କାକର ପ୍ରଭାବ
ଜାଡ ମାରୁଅଛି ମାଡ...