କି କଥା ବୋଇଲେ ?

କି କଥା ବୋଇଲେ ?

ନୂଆପଡାରେ ଯେ ଏଇଲେ ଖାଲି ତ
ଘଡିକେ ଛୁଟୁଛି ଘୋଡା
ଇଧର୍‌ ଉଧର୍‌, ଓଲମ୍‌ ବିଲମ୍‌
ଚାଲିଅଛି ଗଡାତଡା...
ଗୁଡରେ ମିଶେଇ ଚୁଡା...
ସବୁ ଘୋଡାମନେ ଖାଇ ଜଗିଛନ୍ତି
ଚୋବେଇ ଚୋବେଇ ଖଡା...