କି କଥା ବୋଇଲେ ?
ଆଜି ବାହାରିବ ବିହାରର ଫଳ
ସହିତେ ଯେ ନୂଆପଡା
ସବୁ ପ୍ରାର୍ଥୀଙ୍କର ମନ ସେଥିପାଇଁ
ଦୁକୁଦୁକୁ ଥୋଡା ଥୋଡା...
ନଡିଆ ପିଟିଣ ଯୋଡା...
ଫଳ ବାହାରିବା ଯେଇଁ ସତେ ପ୍ରାୟ
ମୋଟେରୁ ହବନି ଝାଡା...
Join our subscribers list to get the latest news, updates and special offers directly in your inbox
ଆଜି ବାହାରିବ ବିହାରର ଫଳ
ସହିତେ ଯେ ନୂଆପଡା
ସବୁ ପ୍ରାର୍ଥୀଙ୍କର ମନ ସେଥିପାଇଁ
ଦୁକୁଦୁକୁ ଥୋଡା ଥୋଡା...
ନଡିଆ ପିଟିଣ ଯୋଡା...
ଫଳ ବାହାରିବା ଯେଇଁ ସତେ ପ୍ରାୟ
ମୋଟେରୁ ହବନି ଝାଡା...
Ramachandi Prasad Sep 23, 2024 6093
Henamanjaree Swain Feb 15, 2026 5953
Rasmita Behera May 30, 2024 5559
Ramachandi Prasad Sep 23, 2024 5485
Ramachandi Prasad Sep 23, 2024 5302
Total Vote: 17
ପୂର୍ବର ବିଜେଡ଼ି ସରକାର