କି କଥା ବୋଇଲେ ?

କି କଥା ବୋଇଲେ ?

ସଙ୍ଗଠନ ପଦ ପୂରଣ ହୋଇଲା
ନିଗମ ହୋଇଲା ନାହିଁ
ଫୁଲ ନେତାଙ୍କର ଆଖିର ପାଣି ଯେ
ମରିଲାଣି ଚାହିଁ ଚାହିଁ...
ଏବେ ସୁଦ୍ଧା କାହିଁ କାହିଁ...
କହି ବୁଲୁଛନ୍ତି ଏକାନୁ ସେକାନ
ଦୁଃଖି ମନେ ରହି ରହି...