କି କଥା ବୋଇଲେ?

କି କଥା ବୋଇଲେ?

ଭିତରେ ଭିତରେ କୁହୁଳି କୁହୁଳି
ନେତା ଓ ନେତିରି କେତେ
ଜଳୁଛନ୍ତି ଖାଲି ଟିକଟ ନପାଇ
ଚବିଶି ପାଇଁକି ସତେ...
ଅସମ୍ଭାଳ ଏବେ ଯେତେ...
ସୁଅ ଖୋଜୁଛନ୍ତି ଅଣ୍ଡାଳି, ଦରାଣ୍ଡି 
ଦଳଡିଆଁ ମହା ଯାତେ...