କି କଥା ବୋଇଲେ ?

କି କଥା ବୋଇଲେ ?

ବିଜେଡିଟା ଆଉ ଉଧେଇବନି କି
ମତି ଗତି ଦେଖି ଲାଗେ
କିଏ ଜାଣିଥିଲା ସନ୍ୟାସୀ ପାଇଁକି
ଏ ଦିନ କପାଳ ଯୋଗେ...
ଏକା ମାଧିଆର ଧାଗେ...
ସରିବ କି ସବୁ ଏ ଆଖି ଆଗରେ
ହେଇ ଭାଗେ, ଭାଗେ, ଭାଗେ...