କି କଥା ବୋଇଲେ ?

କି କଥା ବୋଇଲେ ?

'ମୋନ୍ଥା' ଯେ ଆଇବ, ପବନ ବହିବ
ପବନ ବହିବା ଆଗରୁ
ଟିଇଭିରେ ଖାଲି ଘନଘନ ବାତ୍ୟା
ଦର୍ଶନ ମାତ୍ରକେ ଛାତିରୁ...
ଛନକା ବାହାରେ କତିରୁ...
ବାତ୍ୟାକୁ, ପବନ ପିଟି ଯେ ବାହାରେ
ବୋପାଲୋ, ମାଆଲୋ ପାଟିରୁ...