କି କଥା ବୋଇଲେ ?

କି କଥା ବୋଇଲେ ?

ମାନ୍ୟବର ସବୁ ପୁଳାଏ ପାଇବେ
ବଢ଼ିଆ ବେଭାର ଭଲା
ସବୁ ମାନ୍ୟବର ଖୁସି ଏଇଲାଗେ 
ମୁହେଁ ହସ ଖିଲିଖିଲା..
ହେଲେ ତ ଶୁଣିବା ବାଲା...
କହୁଛନ୍ତି ସବୁ ବୋହି ନେଇଗଲେ
ଫିଟେଇକି କଞ୍ଚି ତାଲା...