କି କଥା ବୋଇଲେ?

କି କଥା ବୋଇଲେ?

ଟିକଟ ନପାଇ ବହୁ ନେତା ଏବେ
ଛଟପଟ ଛଟପଟ
ପାଇଛନ୍ତି ଯେତେ ହାତେଇକିନା ହେ
ତାଙ୍କୁ ଦେଖି ଲାଗେ ଚୋଟ...
ଖୋଜୁଛନ୍ତି ଖାଲି ବାଟ...
କିମିତି କାଟିବେ ସେମାନଙ୍କ ଚେର
ସେହି ଚିନ୍ତା ମନେ ନାଟ...