ଜେଇ ଅମନ ପଣ୍ଡା ନିଲମ୍ବିତ
ଭୁବନେଶ୍ୱର: ବ୍ରହ୍ମପୁର ମହାନଗର ନିଗମର ଜେଇ ଅମନ କୁମାର ପଣ୍ଡାଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିଲମ୍ବିତ କରିଛନ୍ତି । ଏହି ନିଲମ୍ବନ ସମୟରେ ସେ ଗଞ୍ଜାମ ଡୁଡ଼ା ପିଡ଼ିଙ୍କ ଅଫିସରେ କାର୍ଯ୍ୟକରିବେ । ସେହିପରି କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ ।