ଜେଲ୍ ଗଲେ ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ

ଜେଲ୍ ଗଲା ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ । ଏସଆଇଟି ୨ ଦିନିଆ ରିମାଣ୍ଡରେ ଜେରା ପାଇଁ ଆଣିଥିବା ବେଳେ ଜେରାରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ମିଳିଥିବା ସୂଚନା ମିଳିଛି । ତେବେ ବିନା କାଗଜପତ୍ରରେ ବାରୁଦ କାରବାର କରୁଥିବା ଜେରା ବେଳେ ଜେରା ବେଳେ ଗ୍ରହଣ କରିଛି ଶ୍ରବଣ ଅଗ୍ରୱାଲ । କେବଳ ସେତିକି ନୁହେଁ ସ୍ତ୍ରୀ ନିକିତା ଅଗ୍ରୱାଲଙ୍କୁ ମଧ୍ୟ ମୁହାଁମୁହିଁ ବସାଇ ଜେରା କରିଛି ଏସଆଇଟି । ତେବେ ସ୍ବାମୀ ସ୍ତ୍ରୀ ଙ୍କୁ ମୁହାଁମୁହିଁ ଜେରା ପରେ ଦମ୍ପତି ସତ ଓଗାଳିଥିବା କୁହାଯାଉଛି । ବିସ୍ଫୋରକ ଲୁଟ୍ ଓ ନକ୍ସଲ ଲିଙ୍କ ନେଇ ଏସଆଇଟି ଏବେବି ଖୋଳତାଡ ଜାରି ରଖିଛି ।