ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିଶାଖାପାଟଣା-କିରୋଣ୍ଡଲ ଏକ୍ସପ୍ରେସ୍
କୋରାପୁଟ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିଶାଖାପାଟଣା-କିରୋଣ୍ଡଲ ଏକ୍ସପ୍ରେସ୍ । ନନ୍ଦପୁର ଥୁବା ଗାଁ ନିକଟରେ ଛିଡ଼ିଲା ବିଦ୍ୟୁତ ତାର ।b 6ଟି ବିଦ୍ୟୁତ ଖୁଣ୍ଟରୁ ତାର ଛିଡ଼ିବାରୁ ଅଟକିଲା ଟ୍ରେନ । ଅଳ୍ପକେ ବର୍ତ୍ତିଲେ ଟ୍ରେନରେ ଥିବା ଯାତ୍ରୀ । ଘଟଣା ସ୍ଥଳରେ ରେଲୱେ କର୍ମଚାରୀଙ୍କ ପକ୍ଷରୁ ମରାମତି ଜାରି ରହିଛି ।