ନିଜ ବାସ ଭବନକୁ ଫେରିଲେ ନବୀନ ପଟ୍ଟନାୟକ

ନିଜ ବାସ ଭବନକୁ ଫେରିଲେ  ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନିଜ ବାସ ଭବନକୁ ଫେରିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ୧ ମାସ ଧରି ଦିଲ୍ଲୀରେ ରହି ନିଜ ପରିବାରଙ୍କ ସହ ସମୟ କଟୁଥିଲେ ନବୀନ ପଟ୍ଟନାୟକ । ଆଗକୁ ଅସୁଚି ନୂଆପଡ଼ା ନିର୍ବାଚନ ସେନେଇ ଆଜି ଭୁବନେଶ୍ୱର ଫେରିଛନ୍ତି ନବୀନ ପଟ୍ଟନାୟକ ।