ବାଣୀବିହାର କୁଳପତିଙ୍କୁ ଘେରିଲେ ଛାତ୍ର

ବାଣୀବିହାର କୁଳପତିଙ୍କୁ ଘେରିଲେ ଛାତ୍ର


ବାଣୀ ବିହାରରେ ହଙ୍ଗାମା । ବଢିଲା ଛାତ୍ରଙ୍କ ଉତ୍ତେଜନା । ଅଣଛାତ୍ରଙ୍କୁ କ୍ୟାମ୍ପସରୁ ହଟାଇବା ପରେ ବଢିଲା ଦାବି । 
ହଷ୍ଟେଲ କାଲି ହେଲା ବସ୍ତି ବି ଖାଲି କରାଯାଉ । ବସ୍ତି ଓ କ୍ୱାଟର୍ସ ସବୁ ଖାଲି କରିବାକୁ ଦାବି । କୁଳପତିଙ୍କୁ ଘେରିଲେ ବାଣୀବିହାର ଛାତ୍ରଛାତ୍ରୀ । ଆଜି ନୋଟିସ କରାଯାଇଛି । ୩ଦିନ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଭିସି କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେଉଁମାନେ ଅନଧିକୃତ ଭାବେ କ୍ୱାଟର୍ସ ମାଡି ବସିଛନ୍ତି ସେମାନଙ୍କୁ ନୋଟିସ୍ ଦେବା ଦହ ବସ୍ତି ଖାଲି ପାଇଁ ବିଏମସି ସହ କଥାବାର୍ତ୍ତା କରୁଛୁ ।