ଭୁବନେଶ୍ବର ବିମାନ ବନ୍ଦରରୁ ୮ କୋଟି ଟଙ୍କାର ଗଞ୍ଜେଇ ଜବତ
ଭୁବନେଶ୍ବର ବିମାନବନ୍ଦରରୁ ଜବତ ହୋଇଛି ଗଂଜେଇ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ହେବ । ସମସ୍ତ ଗଂଜେଇ ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିଲା ବେଳେ ଜବତ ହୋଇଛି । ଭୁବନେଶ୍ବର ବିମାନବନ୍ଦରରୁ ୮ କୋଟିର ଗଂଜେଇ ଜବତ କରିଛି ଡିଆରଆଇ । ତେବେ ଏଥିରେ ସମ୍ପୃକ୍ତି ନେଇ ଜରକୁ ଗିରଫ କରାଯାଇଛି ।