ଡ଼ାକ୍ତରୀ ଛାତ୍ରୀ ଦୁଷ୍କର୍ମ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ

ଦୁରର୍ଗାପୁର : ଘଟଣାର ୩୬ ଘଣ୍ଟା ପରେ ମିଳିଛି ବଡ଼ ସଫଳତା । ପଶ୍ଚିମ ବଙ୍ଗରେ ଓଡ଼ିଆ ଡ଼ାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଦୁରର୍ଗାପୁର ପୁଲିସ । ଏହି ଦୁଷ୍କର୍ମରେ ଅଉ କିଏ କିଏ ସାମିଲ ଅଛନ୍ତି ତଦନ୍ତ କରିବା ସହ ୩ ଅଭିଯୁକ୍ତଙ୍କୁ ଜେରା କରାଯାଇଛି । ଘଟଣା ସ୍ଥଳକୁ ଦୁରର୍ଗାପୁର ପୁଲିସ ସାହାଯ୍ୟରେ ଛାନଭିନ୍ କରାଯାଉଥିବା ଦେଖିବାକୁ ମିଳିଛି ।