ସିବିଏସଇ ଘୋଷଣା କଲା ଦଶମ ଏବଂ ଦ୍ଵାଦଶ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ଵର : ଦଶମ ଏବଂ ଦ୍ଵାଦଶ ପରୀକ୍ଷା ତାରିଖ ଘୋଷଣା କଲା ସିବିଏସଇ। ଆସନ୍ତା ଜାନୁଆରୀ ୧ ତାରିଖରୁ ହେବ ପ୍ରାକ୍ଟିକାଲ୍ ଏବଂ ଇଣ୍ଟରନାଲ୍ ପରୀକ୍ଷା। ସେହିପରି ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା। ସିବିଏସଇ ସର୍କୁଲାରରେ ଏହି ତାରିଖ ଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଛି। ମଭଗ୍ଦର.ଶକ୍ଟଙ୍ଖ.ସଦ୍ଭରେ ଏହା ଉପଲବ୍ଧ ଅଛି।