ତହସିଲ କାର୍ଯ୍ୟାଳୟ ପରିସରରେ ୧୬୩ ଧାରା

ନରସିଂହପୁର : କଟକ ଜିଲା ନରସିଂହପୁର ତହସିଲ କାର୍ଯ୍ୟାଳୟ ପରିସରରେ ଗୁରୁବାର ୧୬୩ ଧାରା ଲାଗୁ ହୋଇଛି। ବିଏନ୍‌ଏସ୍‌ ୧୬୩(୨) ଧାରା  ଜିଲା ପ୍ରଶାସନ ଲାଗୁ କରିଛି । ଓକିଲ ସଂଘ ଓ ତହସିଲଦାରଙ୍କ ବିବାଦ ଯୋଗୁ ଏହି ୧୬୩ ଧାରା ଲାଗୁ ହୋଇଛି। ତହସିଲଦାରଙ୍କ ବଦଳି ପାଇଁ ଓକିଲ