‘ସୂର୍ଯ୍ୟପ୍ରଭା’ ଲେଖିବା ପରେ... ରାଜପଥ ଗାଡ଼ ପୋତିଲା ଏନଏଚଆଇ
ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: ପାଣିକୋଇଲି-ଯାଜପୁର ରୋଡ ୨୦ନମ୍ୱର୍ ରାଜପଥ ମଝିରେ ମଝିରେ ବଡ଼ ବଡ଼ ଗାଡ ସୃଷ୍ଠି ହୋଇଥିଲା । ଏନେଇ ଫଟୋ ସହ ଖବର ସୂର୍ଯ୍ୟପ୍ରଭାରେ ପ୍ରକାଶିତ ପରେ ଏନଏଚଆଇ କର୍ତ୍ତୃପକ୍ଷ ମରାମତି କରିଛି । ପାଣିକୋଇଲି ଟ୍ରାଫିକ ଠାରୁ ଚାନ୍ଦପୁର ଛକ ପର୍ଯ୍ୟନ୍ତ ହୋଇଥିବା ଗାଡ଼ ଯୋଗୁ ପ୍ରତ୍ୟେକ୍ ଦିନ ବାଇକ୍ ଆରୋହୀ ଦୁର୍ଘଟଣାର ସମ୍ମୁଖିନ ହେଉଥିଲେ । ଏନ୍ଏଚ୍ଆଇ ପକ୍ଷରୁ ଏକଟିମ୍ ଆଜି ପ୍ରତ୍ୟେକ ଖାଲକୁ ପିଚୁ ପକାଇ ସମାନ କରିଛି ।