ଦ୍ୱାଦଶ ପରୀକ୍ଷାର ପ୍ରସ୍ତୁତିରେ ସାହାଯ୍ୟ କରିବ ଏଆଇ

ଦ୍ୱାଦଶ ପରୀକ୍ଷାର ପ୍ରସ୍ତୁତିରେ ସାହାଯ୍ୟ କରିବ ଏଆଇ । ଘରେ ବସି ନିଜ ଦକ୍ଷତା ଜାରିପାରିବେ ଛାତ୍ରଛାତ୍ରୀ । ବିଭିନ୍ନ ମଡୁ୍ୟଲର ପ୍ରଶ୍ନ ରଖିବ ଏଆଇ ,ଉତ୍ତର ରଖିବେ ପରୀକ୍ଷାର୍ଥୀ । ଏଭଳି ପରୀକ୍ଷା ପ୍ରସ୍ତୁତି ପୋର୍ଟାଲ ଲଞ୍ଚ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଅଧ୍ୟାୟ ଆଧାରିତ ଅଭ୍ୟାସ ମଡୁ୍ୟଲ୍ ,ମକ୍ ପରୀକ୍ଷା ପ୍ରସ୍ତୁତି କରପାରିବେ । ଜେଇଇଟି, ଏନଇଇଟି,ସିଏଲଏଟି ଭଳି ପରୀକ୍ଷା ପ୍ରସ୍ତୁତି ମଧ୍ୟ କରିପାରିବେ ।