ରେଭେନ୍ସା ଅର୍ଡର ଘଣ୍ଟାକରେ ପ୍ରତ୍ୟାହୃତ
ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଛାଡ ନିଦେ୍ର୍ଦଶ ଘଣ୍ଟାକ ମଧ୍ୟରେ ପ୍ରତ୍ୟାହୃତ । ସଂଧ୍ୟା ସାଢ ୫ଟା ପୂର୍ବରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଛାଡ ନିଦେ୍ର୍ଦଶ ହେଲା ପ୍ରତ୍ୟାହୃତ । ମହିଳା କର୍ମଚାରୀ, ଅଧ୍ୟାପିକା ଓ ଛାତ୍ରୀମାନଙ୍କ ପାଇଁ ନିଦେ୍ର୍ଦଶନାମା ପ୍ରତ୍ୟାହୃତ ହେଲା ।