ପ୍ରକାଶ ପାିଲା ଓପିଏସସି ରେଜଲ୍ଟ : ପ୍ରିୟାଂଶୁ ପାଲ୍ ଟପ୍ପର 


୩୮୯କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪ଜଣ ମହିଳା ।  ପ୍ରିୟାଂଶୁ ପାଲ୍ ଟପ୍ପର । ଦ୍ୱିତୀୟ ସ୍ଥାନରେ ଅନନ୍ୟା ମିଶ୍ର । ତୃତୀୟରେ ଶୋଭନ୍ ପଟ୍ଟନାୟକ । ଟପ୍ ଟେନରେ ଅନନ୍ୟା ମିଶ୍ର ଏକମାତ୍ର ମହିଳା ।