ଇଣ୍ଡିଆ ବ୍ଲକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡି

ଇଣ୍ଡିଆ ବ୍ଲକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡି


ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୩ରେ ଗୋଆରେ ପ୍ରଥମ ଲୋକାୟୁତ ଦାୟିତ୍ୱ ତୁଲାଇଥିଲେ ।  ପ୍ରାର୍ଥୀ ଘୋଷଣା କଲେ ଏଆଇସିସି ସଭାପତି ମଲ୍ଳିକାର୍ଜୁନ୍ ଖଡଗେ । ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ ସୁଦର୍ଶନ ରେଡ୍ଡି । ସହମତିରେ ଇଣ୍ଡିଆ ବ୍ଲକ୍ ଉପରାଷ୍ଟ୍ରପତି ପ୍ରର୍ଥୀ ହେଲେ ଜଷ୍ଟିସ୍ ସୁଦର୍ଶନ ରେଡ୍ଡି ।