ଆଉ ୧୬ ଜଣଙ୍କୁ କଂଗ୍ରେସ ଟିକେଟ, ଜାଣନ୍ତୁ କିଏ ପାଇଲେ ?
Odisha Congress
ଭୁବନେଶ୍ୱର : ଆଜି ଆଉ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ ।
ବଡ଼ସାହି : କ୍ଷୀରୋଦ ଚନ୍ଦ୍ର ପାତ୍ର
ସୁକିନ୍ଦା : ବିଭୂ ଭୂଷଣ ରାଉତ
କଣ୍ଟାମାଳ : ଶରତ କୁମାର ପ୍ରଧାନ
କେନ୍ଦ୍ରାପଡ଼ା : ସିପ୍ରା ମଲ୍ଳିକ
ରାଜନଗର : ଅଶୋକ ପ୍ରତିହାରୀ
ମହାକାଳପଡ଼ା : ଲୋକନାଥ ମହାରଥୀ
ନିମାପଡ଼ା : ସିଦ୍ଧାର୍ଥ ରାଉତରାୟ
ପିପିଲି : ଜ୍ଞାନରଞ୍ଜନ ପଟ୍ଟନାୟକ
ଜୟଦେବ ଏସସି : କୃଷ୍ଣଚନ୍ଦ୍ର ସଗରିଆ
ଖୋର୍ଦ୍ଧା : ସୋନାଲି ସାହୁ
ଚିଲିକା : ପ୍ରଦୀପ କୁମାର ସ୍ୱାଇଁ
ଖଣ୍ଡପଡ଼ା : ମନୋଜ କୁମାର ପ୍ରଧାନ
ଦଶପଲ୍ଲା : ନକୁଳ ନାୟକ
କବିସୂର୍ଯ୍ୟନଗର : ସଞ୍ଜୟ କୁମାର ମଣ୍ଡଳ
ଗୋପାଳପୁର : ଶ୍ୟାମ ସୁନ୍ଦର ସାହୁ
ଝାରସୁଗୁଡ଼ା : ଅମିତା ବିଶ୍ୱାଳ