ପୌର ନିର୍ବାଚନ ପୁଣି ହେବ : ସରକାରଙ୍କ ଘୋଷଣା

ପୌର ନିର୍ବାଚନ ପୁଣି ହେବ : ସରକାରଙ୍କ ଘୋଷଣା

ଭୁବନେଶ୍ୱର: ପୁଣି ହେବ ନିର୍ବାଚନ। ଏନେଇ ବଡ଼ ସୂଚନା ଦେଇଛନ୍ତି ମୋହନ ସରକାର। ସମ୍ବଲପୁର, ରାଉରକେଲା ଓ ପୁରୀରେ ପୁଣି ହେବ ପୌର ନିର୍ବାଚନ Odisha municipal election। ହାଇକୋର୍ଟର ଶୁଣାଣି ପରେ ହେବ ର୍ନିବାଚନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। Odisha municipal election: ସେ କହିଛନ୍ତି, ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି। ଗତ୧୧ ବର୍ଷ ହେବ ପୌର ର୍ନିବାଚନ ବନ୍ଦ ଥିଲା। ପୁଣିଥରେ ପୌର ନିର୍ବାଚନ ହେବ ସରକାର କହିଛନ୍ତି।