ଅଗଷ୍ଟ ୨ରେ ପିଏମ୍ କିଷାନ୍ ଟଙ୍କା

 ଅଗଷ୍ଟ ୨ରେ ପିଏମ୍ କିଷାନ୍ ଟଙ୍କା

ଚାଷୀଙ୍କ ପାଇଁ ଆସିଲା ବଡ ଖବର । ଅଗଷ୍ଟ ୨ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ୍ ଟଙ୍କା । ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ମୋଦି । ଡିବିଟି ଜରିଆରେ ଆକାଉଣ୍ଟକୁ ଯିବ ୨ହଜାର ଟଙ୍କା । କୋଟି ୭୦ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦ହଜାର ୫ଶହ କୋଟି ଟଙ୍କା ।