ଶିରୀଶ ଚନ୍ଦ୍ର ମୁର୍ମୁ ଆରବିଆଇ ଡେପୁଟି ଗଭର୍ଣ୍ଣର

ଶିରୀଶ ଚନ୍ଦ୍ର ମୁର୍ମୁ ଆରବିଆଇ ଡେପୁଟି ଗଭର୍ଣ୍ଣର

ଶିରୀଶ ଚନ୍ଦ୍ର ମୁର୍ମୁ ହେଲେ ଆରବିଆଇ ଡେପୁଟି ଗଭର୍ଣ୍ଣର । ୩ବର୍ଷ ପାଇଁ ହେଲା ନିଯୁକ୍ତି । କ୍ୟାବିନେଟ୍ ନିଯୁକ୍ତି କମିଟିର ଅନୁମୋଦନ । ଅକ୍ଟୋବର ୯ତାରିଖରେ ଦାୟିତ୍ୱ ନେବେ ଶିରୀଶ ।  ଆରବିଆଇର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଭାବେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି ।  ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ସୁଯୋଗ୍ୟ ଓଡିଆ ଭାବେ ସର୍ବୋଚ୍ଚ ବ୍ୟାଙ୍କରେ ନିଯୁକ୍ତି ପାଇଁ ବଧାଇ ଜଣାଇଲେ ।