ଚମ୍ପୁଆ ପୂର୍ବତନ ବିଧାୟକଙ୍କ ଘରୁ ଲୁଟ୍ ଉଦ୍ୟମ
ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରୁ ସଶସ୍ତ୍ର ଡକାୟତି ଉଦ୍ୟମ କରାଯାଇଛି । ଯୋଡା ମହାବିଦ୍ୟାଳୟ ନିକଟ ପୁରୁଣା ଘରୁ ଡକାୟତି ଉଦ୍ୟମ । ୨ ସିକୁ୍ୟରିଟି ଗାର୍ଡଙ୍କୁ ବାନ୍ଧି ଘରେ ପଶିବାକୁ ଦୁବୃତ୍ତମାନେ ଉଦ୍ୟମ କରିଛନ୍ତି । ସିକୁ୍ୟରିଟି ଗାର୍ଡଙ୍କ ପାଟିତୁଣ୍ଡ କରିବାକୁ ପଳାଇଲେ ଦୁବୃତ୍ତ । ସିସିଟିଭି ଫୁଟେଜ୍ ଆଧାରରେ ଯୋଡା ପୋଲିସ୍ ତଦନ୍ତ କରୁଛି ।