ରାଜଧାନୀରେ ମହିଳାଙ୍କୁ ବିଧା ଗାଇଠା

ସାମାନ୍ୟ ଫୁଲତୋଳାକୁ ନେଇ ମହିଳାଙ୍କୁ ବିଧା ଗୋଇଠା ମାଡ ମାରିଲେ । ମହିଳାଙ୍କୁ ତଳେ ପକାଇ ବିଧା ଗୋଇଠା ମରାଯାଇଛି । ଏହି ଦୃଶ୍ୟଟି ସିସିଟଭିରେ ରେକର୍ଡ ହୋଇଛି । ଏହି ଘଟଣାଟି ହେଉଛି ଜିଜିପି କଲୋନୀର । ମଞ୍ଚୋ୍ଶ୍ୱର ଥାନାରେ ଏନେଇ ଏତଲା ପହଁଞ୍ଚିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ବି କରାଯାଉଛି ।