ଅନୁଗୁଳରେ ଆଗରେ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳରେ ଆଗରେ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ ବିଧାନସଭା କ୍ଷେତ୍ରର ଭୋଟ ଗଣତି ଜାରି ରହିଛି।ତେବେ ୭ମ ରାଉଣ୍ଡ ସୁଦ୍ଧା ବଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ୩୫ ହଜାର୧୦୮ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସଂଯୁକ୍ତା ସିଂହଙ୍କୁ ୨୭୩୩୮ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ଅମ୍ବିକା ଭଟ୍ଟକୁ ୨୭୧୦ ଭୋଟ ମିଳିଥିବା ଜଣା ପଡ଼ିଛି।ତେବେ ବଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ୭୭୭୦ ଭୋଟ ବ୍ୟବଧାନରେ ଆଗରେ ଥିବା ଜଣା ଯାଇଛି।