ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି ଅମିତ ଶାହା

 ଦୁର୍ଘଟଣା ପରେ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି ଅମିତ ଶାହା । ଦୁର୍ଘଟଣା ସ୍ଥଳ ବି ବୁଲି ଦେଖିଛନ୍ତି । ଏତେ ବଡ଼ ଅଘଟଣର ତଦନ୍ତ ଆରମ୍ଭ ହୋଇ ସାରିଥିବା କହିଛନ୍ତି ଶାହା ।