ଆୟକର ବିଭାଗରେ ବିଶାଳ ଦାସ ହାଜର
ଆୟକର ବିଭାଗରେ ହାଜର ହେଲେ ବିଶାଳ ଦାସ । ଆୟକର ବିଭାଗର ନୋଟିସ ପରେ ହାଜର ହୋଇଛନ୍ତି ଦିବଂଗତ ନେତା ନବ ଦାସଙ୍କ ପୁଅ ବିଶାଳ । ଗତ କିଛିଦିନ ତଳେ ନବଙ୍କ ଘର ସମେତ ୯ଟି ସ୍ଥାନରେ ରେଡ୍ କରିଥିଲା ଆୟକର ବିଭାଗ ।
Join our subscribers list to get the latest news, updates and special offers directly in your inbox
ଆୟକର ବିଭାଗରେ ହାଜର ହେଲେ ବିଶାଳ ଦାସ । ଆୟକର ବିଭାଗର ନୋଟିସ ପରେ ହାଜର ହୋଇଛନ୍ତି ଦିବଂଗତ ନେତା ନବ ଦାସଙ୍କ ପୁଅ ବିଶାଳ । ଗତ କିଛିଦିନ ତଳେ ନବଙ୍କ ଘର ସମେତ ୯ଟି ସ୍ଥାନରେ ରେଡ୍ କରିଥିଲା ଆୟକର ବିଭାଗ ।
Rasmita Behera Aug 21, 2024 3822
Rasmita Behera Jan 3, 2025 4756
Rasmita Behera Feb 21, 2025 5726
Ramachandi Prasad Sep 23, 2024 5565
Henamanjaree Swain Sep 30, 2025 5436
Rasmita Behera Sep 26, 2025 5306
Rasmita Behera Nov 18, 2024 5252
Total Vote: 13
ପୂର୍ବର ବିଜେଡ଼ି ସରକାର