ଅଫିସରଙ୍କ ପ୍ରତି ହେବ କାର୍ଯ୍ୟାନୁଷ୍ଠାନ!

ଭୁବନେଶ୍ୱର: ଅଫିସର ବା ବାବୁଙ୍କ ବିରୋଧରେ ହୋଇପାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଜଳସମ୍ପଦ ବିଭାଗର ୧୭୨ ଜଣ  ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ରହିଥିବା ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଉତ୍ତର ରଖିଛନ୍ତି ।
ଅନ୍ୟପକ୍ଷରେ ଖଣିମନ୍ତ୍ରୀ ବିଭୂତିଭୂଷଣ ଜେନା ଆଜି ଗୃହରେ ଲିଖିତ ଉତ୍ତର ରଖି କହିଛନ୍ତି ଯେ ଖଣି ବିଭାଗରେ ମୋଟ ୩୨ଜଣଙ୍କ ପ୍ରତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରରାଧୀନ ରହିଛି ।