ହ୍ୱିପ୍ ଜାରି କଲା ବିଜେପି
ଲୋକସଭାରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କଲା ବିଜେପି । ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ଜାରି କଲା ହ୍ୱିପ୍ । ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କାର୍ଯ୍ୟ ଥିବାରୁ ବିଜେପି ହ୍ୱିପ୍ ଜାରି କରିଛି । ଆଜି ସଂସଦରେ ଆଗତ ହେବ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ।