ବିଜେପିର ‘ସେବାପକ୍ଷ’ କର୍ମଶାଳା 

ବିଜେପିର ‘ସେବାପକ୍ଷ’ କର୍ମଶାଳା 

ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ । ସେବାପକ୍ଷ ପର୍ଯ୍ୟବେକ୍ଷକ ଅରବିନ୍ଦ ମେନନ ମଧ୍ୟ ।  ମୋଦୀଙ୍କ ଜନ୍ମଦିନ ଅବସରରେ ୧୭ରୁ ଅକ୍ଟୋବର ୨ ଯାଏଁ ପକ୍ଷ ପାଳନ ହେବ ।