ମଲ୍ ପାର୍କି ଫି: ବିଏମସିର ଆଭିମୁଖ୍ୟ ଅସ୍ପଷ୍ଟ


ମଲ୍ ପାର୍କି ଫିକୁ ନେଇ   ବିଏମସିର ଆଭିମୁଖ୍ୟ ଅସ୍ପଷ୍ଟ ଏହାକୁ ନେଇ ଅନେକ ବିବାଦୀୟ ନିୟମ, କୋର୍ଟଙ୍କ ରାୟ ରହିଛି । କିଛି ଲୋକ ପାର୍କିର ଅପବ୍ୟବହାର କରିବା ଦୃଷ୍ଟିକୁ ଆସିଛି ।