ବୋରୱେଲରେ ଖସିପଡି ଥିବା ଶିଶୁ ଉଦ୍ଧାର

ବେଙ୍ଗାଲୁରୁ : ବୋରୱେଲରେ ଖସିପଡ଼ି ଥିବା ୨ ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି । ୨୦ ଘଣ୍ଟାର ଅପରେସନ ପରେ ଶେଷରେ ଶିଶୁଟିକୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ । ଗତକାଲି କର୍ଣ୍ଣାଟକର ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ଶିଶୁଟି ଖେଳୁଥିବା ସମୟରେ ବୋରୱେଲରେ ପଡ଼ି ଯାଇଥିଲା । ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ଜଣାପଡିନାହିଁ । ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଅକ୍ସିଜେନ ବ୍ୟବସ୍ଥା ମଧ୍ୟ କରାଯାଇଛିୟ ଜରୁରୀ ଚିକିତ୍ସା ପଇଁ ନିକଟରେ ଆମ୍ବୁଲାନ୍ସ ମଧ୍ୟ ରଖାଯାଇଛି । ଶିଶୁଟି ଉଦ୍ଧାର ହେବା ପରେ ଡାକ୍ତରମାନେ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି । ଆବଶ୍ୟକତା ଅନୁସାରେ ଦ୍ଭ ୭ ପୃଷ୍ଠାରେ.