କଂଗ୍ରେସ ଘୋଷଣା କଲା ଆଉ ୪ ପ୍ରାର୍ଥୀ
ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଆଉ ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । କେଉଁ ଆସନ ପାଇଁ କିଏ ଜାଣନ୍ତୁ:
ମାହାଙ୍ଗା- ଦେବେନ୍ଦ୍ର ସାହୁ
ସତ୍ୟବାଦୀ-ମନୋଜ ରଥ
ଭୁବନେଶ୍ୱର ମଧ୍ୟ- ପ୍ରକାଶ ଜେନା
ଭୁବନେଶ୍ୱର ଉତ୍ତର- ଅଶୋକ ଦାସ