ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର
ଆଳି : ବ୍ରାହ୍ମଣୀ ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ମାଲିକପାଟଣା ଗା ଁପାଖରେ ଗାଇ ଚରାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ପ୍ରତ୍ୟେକ୍ଷଦର୍ଶୀ ଦେଖିଥିବା ସୂଚନା ରହିଛି । ଏହାଛଡା ଉଦ୍ଧାର ପାଇଁ ଉଦ୍ୟମ ମଧ୍ୟ ଜାରି ରହିଛି ।