୨୬ରେ ସ୍ଥଳଭାଗ ଛୁଇଁବ ସାଇକ୍ଳୋନିକ ଷ୍ଟର୍ମ

ଭୁବନେଶ୍ୱର : ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ସିଭିୟର ସାଇକ୍ଳୋନିକ ଷ୍ଟର୍ମ । ୨୬ ତାରିଖରେ ସିଭିୟର ସାଇକ୍ଳୋନିକ ଷ୍ଟର୍ମ ଭାବରେ ସ୍ଥଳଭାଗ ଛୁଇଁବ । ବାତ୍ୟା ନେଇ ପାଗ ଅନୁକୂଳ ରହିଛି । ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।