ପୋପ୍‌ ଫ୍ରାନସିସ୍‌ଙ୍କ ଦେହାନ୍ତ

ପୋପ୍‌ ଫ୍ରାନସିସ୍‌ଙ୍କ ଦେହାନ୍ତ

 ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ଥିଲେ ପୋପ୍‌ ।  ଆର ପାରିରେ ପୋପ୍‌ ଫ୍ରାନସିସ୍‌ । ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ପୋପ୍‌ ଫ୍ରାନସିସ୍‌ଙ୍କ ଦେହାନ୍ତ । ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ।