ମହିଳାଙ୍କ ମୃତ ଦେହ ଉଦ୍ଧାର
ବାଣପୁର : ବାଣପୁର ଥାନା ହଳନ୍ଦା ଗ୍ରାମର ରବି ବିଶୋଇଙ୍କ ସ୍ତ୍ରୀ ଟିକିନା ନାୟକଙ୍କ ଝୁଲନ୍ତା ମୃତୁ୍ୟ ଦେହ ବାଣପୁର ପୋଲିସ ଜବତ କରିଥିବା ବେଳେ ଟିକିନାକୁ ମାରି ଆତ୍ମହତ୍ୟାର ରୂପ ଦେବା ପାଇର୍ଁ ତାକୁ ଓହଳାଇ ଦିଆଯାଇଛି ବୋଲି ଟିକିନାର ମା କୁନି ନାୟକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସ୍ୱାମୀ ରବି ବିଶୋଇକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।